ମାଆଁ ଟାକିଥିସି

ଓଡ଼ିଆ ସାହିତ୍ୟ

ମାଆଁ ଟାକିଥିସି
ଜନମ୍‌କଲା ମାଆଁକେ ପାସ୍‌ରି ଦେବାର୍‌ ଠାନୁ ବଡ଼୍‌ ' ବେ-ମାଆଁନି ' ସତେଁ ଅଛେ ଭାଏଲ୍‌ ? ଆଏଜ୍‌ ତକ୍‌ ଯଦି ନୁହେ ବୁଝେ ପୋ' ଭାଏଲ୍‌ ବୁଝ୍‌ବା କାଏଲ୍‌ ଇ ଆଶା ପୁଷି ମାଆଁ ଦେଖୁଥିସି ପୁଅର୍‌ ଫିର୍‌ବାର୍‌ ବାଟ୍‌ ଗାଡ଼ି ଅଟ୍‌କିଲେଁ ଘରର୍‌ ଆଗେଁ ଖୁଲିଦେସି କବାଟ୍‌ ଦୁନିଆ ସମିଆ ଯାଚି ନାଇଁଦିଏ ପୋ' କରୁ ଟାଇମ୍‌ ଚୁରି ମାଆଁର୍‌ ପାଶ୍‌କେ ଫିର୍‌ବାର୍‌ ଲାଗି ଜଲ୍‌ଦି ପଡ଼ୁ ବାହାରି ନିଜର୍‌ ମଡର୍ନ୍‌ କନିଆଁ ଆରୁ ସ୍ମାର୍ଟ୍‌ ପୋ' ଝି' ଧରି ପୋ' ହେଲେଁ ଭିଲ୍‌ ଫଲ୍‌ତି ଗଛ୍‌ ମାଆଁ ଆଏ ଚେର୍‌... ଇ ସତ୍‌ ବୁଝିକରି ଜନମ୍‌ ଠାନ୍‌କେ ଜଲ୍‌ଦି ଆସୁ ଫିରି

What's Your Reaction?

like

dislike

love

funny

angry

sad

wow